ସାମ୍ପ୍ରଦାୟିକ ସଦଭାବନାର ନିଆରା ନିଦର୍ଶନ: ପ୍ରଭୁ ଶ୍ରୀରାମଙ୍କ ଆଳତି କରି ଦୀପାବଳି ପାଳିଲେ ମୁସଲିମ ମହିଳା - ଉତ୍ତର ପ୍ରଦେଶରେ ଦୀପାବଳି ପାଳନ
🎬 Watch Now: Feature Video
ଲକ୍ଷ୍ନୌ: ଆଜି ସାରା ଦେଶ ଆଲୋକର ପର୍ବର ଦୀପାବଳି ପାଳନ କରୁଛି । ଏହି ଅବସରରେ ଉତ୍ତର ପ୍ରଦେଶ ବାରଣାସୀରେ ଦେଖିବାକୁ ମିଳିଛି ସାମ୍ପ୍ରଦାୟିକ ସଦଭାବନା ଓ ଭାରତୀୟ ସଂସ୍କୃତିର ଭିନ୍ନ ଏକ ନିଦର୍ଶନ (Muslim women performed aarti of Lord Shri Ram)। ବହୁ ମୁସଲିମ ମହିଳା ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମଙ୍କ ଆଳତୀରେ ସାମିଲ ହୋଇଛନ୍ତି । ପାରମ୍ପାରିକ ଭାବେ ହାତରେ ବନ୍ଦାଣ ଥାଳି ଧରିବା ସହ ସ୍ତୁତି ଗାନ କରି ସେମାନେ ପ୍ରଭୁଙ୍କ ଆଳତୀରେ ଅଂଶଗ୍ରହଣ କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:30 PM IST