Independence Day2022, RFCରେ ପତାକା ଉତ୍ତୋଳନ କଲେ ରାମୋଜୀ ଗ୍ରୁପ ଚେୟାରମ୍ୟାନ

By

Published : Aug 15, 2022, 1:40 PM IST

Updated : Feb 3, 2023, 8:26 PM IST

thumbnail

ହାଇଦ୍ରାବାଦ: ଆଜି ଦେଶ ସ୍ବାଧୀନତାର ୭୬ତମ (Independence Day) ବର୍ଷର ପାଦ ଥାପିଛି । ଏହି ଅବସରରେ ବିଶ୍ବପ୍ରସିଦ୍ଧ ରାମୋଜୀ ଫିଲ୍ମସିଟି (Ramoji Film City)ରେ ମଧ୍ୟ ସ୍ବାଧୀନତା ଦିବସ ପାଳିତ ହୋଇଛି । ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓ (Ramoji Rao) ହାଇଦ୍ରାବାଦ ସ୍ଥିତ ଫିଲ୍ମସିଟିରେ ପତାକା ଉତ୍ତୋଳନ କରିଛନ୍ତି । ଏହାସହିତ RFCର ସମସ୍ତ କାର୍ଯ୍ୟକର୍ତ୍ତାକୁ ସ୍ବାଧୀନତା ଦିବସ ଶୁଭେଚ୍ଛା ଜଣାଇଛନ୍ତି । ଜାତୀୟ ପତାକା ଉତ୍ତୋଳନ ବେଳେ ରାମୋଜୀ ଫିଲ୍ମସିଟି ଏମଡ଼ି ବିଜୟେଶ୍ବରୀ, ETV Bharat ଏମଡ଼ି ବ୍ରିହତି ଚେରୁକୁରୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତ ଥିଲେ ।

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.