Navy Day celebrations at Visakhapatnam:ଶକ୍ତି ଦେଖାଇଲା ନୌସେନା, ଯୋଗଦେଲେ ରାଷ୍ଟ୍ରପତି

By

Published : Dec 4, 2022, 8:22 PM IST

Updated : Feb 3, 2023, 8:34 PM IST

thumbnail
ହାଇଦ୍ରାବାଦ: ଆଜି ନୌସେନା ଦିବସ । ବିଶାଖାପାଟନମରେ ପୂର୍ବ ନୌସେନା କମାଣ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Murmu attends Navy Day celebrations)। ନୌସେନା ତାର ଶକ୍ତି ପ୍ରଦର୍ଶନ କରିଛି । ନୌସେନା ଜାହାଜ, ଏଥିରେ ନିୟୋଜିତ ଲଢୁଆ ବିମାନ ଓ ହେଲିକପ୍ଟର କାର୍ଯ୍ୟକ୍ରମରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ ସମେତ ବହୁ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର, ବହୁ ବରିଷ୍ଠ ନୌସେନାଧିକାରୀ ଓ ସାଧାରଣ ନାଗରିକ ବିଶାଖାପାଟନମ ବେଳାଭୂମିରେ ଆୟୋଜିତ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.