thumbnail

By

Published : Dec 5, 2022, 9:55 AM IST

Updated : Feb 3, 2023, 8:34 PM IST

ETV Bharat / Videos

Padmapur ByPoll: ଭୋଟ ଦେଲେ ବିଜେଡ଼ି ପ୍ରାର୍ଥୀ ବର୍ଷା ସିଂ ବରିହା

ବରଗଡ: ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ସକାଳ 7ଟାରୁ ମତଦାନ କେନ୍ଦ୍ରରେ ଲମ୍ବା ଲାଇନ ଲଗାଇ ମଦତାନ ସାବ୍ୟସ୍ତ କରୁଛନ୍ତି ଜନତା । ପଦ୍ମପୁର ନିର୍ବାଚନମଣ୍ଡଳୀର ସମୁଦାୟ 2 ଲକ୍ଷ 57 ହଜାର 474 ଭୋଟର ସମସ୍ତ 10 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ୱାର୍ଡ଼ ନମ୍ବର 1 ରଜାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ବୁଥ ନମ୍ବର 213 ଠାରେ ନିଜର ମତଦାନ କରିଛନ୍ତି l ମହିଳା ମାନଙ୍କ ମଧ୍ୟରେ ଲାଇନରେ ଛିଡ଼ା ହୋଇ ସେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ କରିଛନ୍ତି l ଶୁଣନ୍ତୁ କଣ କହୁଛନ୍ତି ବର୍ଷା...
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.