thumbnail

By

Published : Jul 23, 2023, 8:01 AM IST

Updated : Jul 23, 2023, 12:47 PM IST

ETV Bharat / Videos

Exclusive: ଓଡିଶାରେ କର୍ଣ୍ଣାଟକ ଫର୍ମୂଲା ଆପଣେଇବ କି କଂଗ୍ରେସ, ଶୁଣନ୍ତୁ କଣ କହିଲେ ଚେଲ୍ଲା କୁମାର

ଭୁବନେଶ୍ବର: 2024 ଲଢେଇ ପାଇଁ କଣ ରହିବ କଂଗ୍ରେସର ରଣନୀତି ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । କର୍ଣ୍ଣାଟକରେ ମ୍ୟାଜିକ ହେଲା ପରି ଓଡିଶାରେ ହେବ । ଓଡିଶାବାସୀ ଯେବେ ଜାଣିବେ ତାଙ୍କ ଚାରିପାଖରେ କଣ ଘଟୁଛି । କେତେ ଟଙ୍କା ତାଙ୍କର ଲୁଟ ହେଉଛି ତାଙ୍କୁ ବୋକା ବନାଯାଉଛି । ସରକାର ଯୋଜନା ଘୋଷଣା କରୁଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ତୁମେ ହସ୍ପିଟାଲ ଯାଅ ଦେଖିବ ସେଠି ସିକ୍ୟୁରିଟି ଗାର୍ଡ ଲୋକଙ୍କ ଚିକିତ୍ସା କରୁଛନ୍ତି । ଯିଏ ଇଣ୍ଡିଆକୁ ଭଲ ପାଆନ୍ତି INDIA ନିଶ୍ଚୟ କମବ୍ୟାକ କରିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।''

କାହିଁକି ଓଡିଶାରେ କଂଗ୍ରେସ ଉଠି ପାରୁନାହିଁ । କଣ କର୍ଣ୍ଣାଟକ ସଫଳତା ପରି ଓଡିଶାରେ ସଫଳ ହେବ କି କଂଗ୍ରେସ । 2024 ପାଇଁ ଦଳର କଣ ରହିଛି ପ୍ରସ୍ତୁତି । କଣ ରଣନୀତିରେ ପ୍ରସ୍ତୁତ କରିଛି ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ । କର୍ଣ୍ଣାଟକ ମ୍ୟାଜିକ ଓଡିଶାରେ କାମ ଦେବ କି ଏ ନେଇ କଣ କହୁଛନ୍ତି ଶୁଣନ୍ତୁ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର...

ଏହା ବି ପଢନ୍ତୁ...କଂଗ୍ରେସ ଫୋକସ୍‌ରେ ୧୦୦ ଆସନ, 5T ସଚିବଙ୍କୁ ଟାର୍ଗେଟ୍‌ କଲେ ଚେଲ୍ଲା କୁମାର

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 23, 2023, 12:47 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.