IndiaChinaFaceOff: ଇଞ୍ଚେ ଜମି କେହି ଅକ୍ତିଆର କରିପାରିବେ ନାହିଁ: ଗୃହମନ୍ତ୍ରୀ ଅମିତ ଶାହ - ତଓ୍ୱାଙ୍ଗ ସେକ୍ଟର

🎬 Watch Now: Feature Video

thumbnail

By

Published : Dec 13, 2022, 4:35 PM IST

Updated : Feb 3, 2023, 8:35 PM IST

ନୂଆଦିଲ୍ଲୀ: ଦେଶରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଥିବା ଯାଏଁ ଭାରତର ଇଞ୍ଚେ ଜମି କେହି ଅକ୍ତିଆର କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଦେଶର ଅଖଣ୍ଡତା ସାର୍ବଭୌମତ୍ବକୁ ଅକ୍ଷୁର୍ଣ୍ଣ ରଖିବାକୁ ସକ୍ଷମ । କୌଣସି ଶକ୍ତି ନାହିଁ ଭାରତର ଭୂମିକୁ ଅଧିକାର କରିବାବାକୁ । ଭାରତୀୟ ବୀର ଯବାନଙ୍କୁ ସଲାମ । ମାତୃଭୂମିର ସୁରକ୍ଷା ପାଇଁ ସୀମାରେ ବୀରତ୍ବ ପ୍ରଦର୍ଶନ କରିଛି ସେନା । ଆଜି ସଂସଦ ପରିସରରେ ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସେନା ମଧ୍ୟରେ ଘଟିଥିବା ସଂଘର୍ଷକୁ ନେଇ ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦେଖନ୍ତୁ ଭିଡିଓ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.