ମା’ମାନେ ଚାହିଁଲେ ଆଗାମୀ 100ବର୍ଷ ଶାସନ କରିବ ବିଜେଡି: ମୁଖ୍ୟମନ୍ତ୍ରୀ

By

Published : Dec 26, 2022, 5:53 PM IST

Updated : Feb 3, 2023, 8:37 PM IST

thumbnail

ପୁରୀ: 26 ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ । ଏନେଇ ଆଜି ଦଳ ରୌପ୍ୟ ଜୟନ୍ତୀ ( silver jubilee function) ପାଳନ କରୁଛି ଦଳ । ବିଜେଡିର ଏହି ମହାସମାରୋହରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫୦ ହଜାରରୁ ଉର୍ଦ୍ଧ୍ଵ ନେତା ଓ କର୍ମୀ ଏହି ଉତ୍ସବରେ ସାମିଲ ହୋଇଛନ୍ତି । ବିଜେଡିର ୨୬ତମ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ କହିଛନ୍ତି ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି । ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏଁ ରହିବ । ଇଟିଭି ଭାରତ, ପୁରୀ

Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.