VIDEO: ପତ୍ନୀଙ୍କୁ ହିସ୍ପିଟାଲରେ ଭେଟିଲେ ରବି ରାଣା, କାନ୍ଦି ପକାଇଲେ ନବନୀତ - ରାଣା ଦମ୍ପତିଙ୍କୁ ଜାମିନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15203165-thumbnail-3x2-jkgjk.jpg)
ମୁମ୍ବାଇ: ହନୁମାନ ଚାଳିଶା ପଠନ ବିବାଦରେ 14ଦିନ ଜେଲରେ ରହିବା ପରେ ଆଜି ବେଲରେ ମୁକୁଳିଛନ୍ତି ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣା । ନବନୀତ ମହିଳା ଜେଲରୁ ମୁକ୍ତ ହେବା ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ବାମୀ ରବି ରାଣା ମଧ୍ୟ ଜେଲରୁ ବାହାରିବା ପରେ ହସ୍ପିଟାଲ ଯାଇ ପତ୍ନୀ ନବନୀତଙ୍କୁ ଭେଟିଛନ୍ତି । ହସ୍ପିଟାଲ ବେଡରେ ଥିବା ସାଂସଦ ନବନୀତ ପାଖରେ ସ୍ବାମୀଙ୍କୁ ଦେଖି ବେଶ ଭବାପ୍ରବଣ ହୋଇପଡିବା ସହ କାନ୍ଦି ପକାଇଥିଲେ । ପତି ରବି ରାଣା ପତ୍ନୀ ନବନୀତଙ୍କୁ ସାନ୍ତ୍ୱନ୍ତା ଦେଇଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:23 PM IST