thumbnail

By

Published : Oct 19, 2022, 11:07 PM IST

Updated : Feb 3, 2023, 8:29 PM IST

ETV Bharat / Videos

Kharge Elected Cong president: ଅଭିନନ୍ଦନ ଜଣାଇଲେ ରାଜ୍ୟ ନେତା

ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ସଭାପତି ଭାବେ ଆଜି ବିଜୟୀ ହୋଇଛନ୍ତି ବରିଷ୍ଠ ସାଂସଦ ମଲ୍ଲିକାର୍ଜୁନ ଖଡଗେ । ଖଡଗେଙ୍କ ବିଜୟ ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଏନେଇ କଣ କହୁଛନ୍ତି ଜୟଦେବ ଜେନା ଦେଖନ୍ତୁ ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.