thumbnail

କର୍ଣ୍ଣାଟକରେ ବନ୍ୟା, ଭାସିଗଲେ ଟ୍ରାକ୍ଟର ଚାଳକ ଓ ବାଇକ ଆରୋହୀ

By

Published : Aug 28, 2022, 8:25 PM IST

Updated : Feb 3, 2023, 8:27 PM IST

ବେଙ୍ଗାଲୁରୁ: ଚାହୁଁଚାହୁଁ ବନ୍ୟାଜଳର ଭାସିଗଲେ ଜଣେ ବାଇକ ଆରୋହୀ ଓ ଜଣେ ଟ୍ରାକ୍ଟର ଚାଳକ । କର୍ଣ୍ଣାଟକର ତୁମକୁର ଜିଲ୍ଲା ମଧୁଗିରି ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ଦଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ କର୍ଣ୍ଣାଟକର ମଧୁଗିରି ଇଲାକାରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି(flood in Karnataka) । ରବିବାର ସକାଳୁ ଚନ୍ଦ୍ରଗିରି ଗ୍ରାମ ନିକଟସ୍ଥ ଏକ ପୋଲ ପାର କରୁଥିବା ବେଳେ ଏକ ଟ୍ରାକ୍ଟର ବନ୍ୟାଜଳରେ ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟର ଚାଳକ ଭାସି ଯାଇଥିଲେ । ସେପଟେ ଭଦଗେରେ ଗ୍ରାମର ଜଣେ ଯୁବକ ବନ୍ୟାଜଳରେ ଭାସି ଯାଇଛନ୍ତି । ସେ ପୋଲ ପାର୍‌ କରୁଥିବା ବେଳେ ବନ୍ୟା ଜଳରେ ଫଶି ଯାଇଥିଲେ । ତେବେ ବାଇକକୁ ବଞ୍ଚାଇବାକୁ ଯାଇ ବନ୍ୟାଜଳରେ ଭାସି ଯାଇଛନ୍ତି ଯୁବକ ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.