Interview: ପ୍ରଧାନମନ୍ତ୍ରୀ ମୋଦି ବିକାଶ ପୁରୁଷ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ

By

Published : May 4, 2023, 10:49 PM IST

thumbnail

ଭୁବନେଶ୍ବର: ଓବିସି ଗଣନା ଦାୟିତ୍ବ କେନ୍ଦ୍ର ସରକାରଙ୍କର । ରାଜ୍ୟ ସରକାର ତାହା କରିପାରିବେ ନାହିଁ। ପଛୁଆବର୍ଗଙ୍କୁ ଉଚ୍ଚ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଯେଉଁ 27 ପ୍ରତିଶତ ସଂରକ୍ଷଣ ଦିଆଯାଇଛି ତାହା ରାଜ୍ୟ ସରକାର ପାଳନ କରିବା ଆବଶ୍ୟକ । କେନ୍ଦ୍ର ସରକାର ଆଦିବାସୀ,ଦଳିତ ଏବଂ ହରିଜନ ମାନଙ୍କ ପାଇଁ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି । ଦଳିତ ଆଦିବାସୀଙ୍କ ପାଇଁ ହଷ୍ଟେଲ, ଖାଦ୍ୟ, ଶିକ୍ଷା କ୍ଷେତ୍ରରେ ଆମ ମନ୍ତ୍ରଣାଳୟ ଅନେକ ଦାୟିତ୍ବ ନିର୍ବାହ କରିଛନ୍ତି । ଦଳିତ ଆଦିବାସୀଙ୍କ ଉପରେ ଆଟ୍ରୋସିଟି ମାମଲା ଏକ ସଂଗୀନ ଘଟଣା । ମୁଁ ମନ୍ତ୍ରଣାଳୟକୁ କହିବି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ପଦକ୍ଷେପ ନେବେ । ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ ଆସିଥିବା ବେଳେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ସଞ୍ଜୀବ ରାୟ, ସମ୍ବାଦଦାତା, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.