ଅଷ୍ଟ୍ରେଲିଆରୁ କ୍ରିକେଟ କିମ୍ବଦନ୍ତୀଙ୍କ ଦୀପାବଳି ଶୁଭେଚ୍ଛା

By

Published : Oct 24, 2022, 8:24 PM IST

Updated : Feb 3, 2023, 8:30 PM IST

thumbnail
ମେଲବର୍ଣ୍ଣ: ନିଆରା ଢଙ୍ଗରେ ଦୀପାବଳି ଶୁଭକାମନା ଜଣାଇଲେ ପୂର୍ବତନ କ୍ରିକେଟ କିମ୍ବଦନ୍ତୀ । ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି କ୍ରିକେଟର ମହାପର୍ବ । ମେଲବର୍ଣ୍ଣରୁ ଆଡିଲେଡ, ଗାବାରୁ ସିଡନୀ ସବୁଠି ଚାଲିଛି କ୍ରିକେଟର ‘ଦୀପାବଳି’ । ଚୌକା ଛକାରେ କମ୍ପିଛି ଉଠିଛି ଷ୍ଟାଡିୟମ । କ୍ରିକେଟର ଏହି ମହାପର୍ବରେ ଭାରତ ତାର ବିଜୟ ଅଭିଯାନ ଆରମ୍ଭ କରିସାରିଛି । ଏଭଳି କିଛି ବାର୍ତ୍ତା ଦେଇ ଭିଡିଓ ସେୟାର କରିଛନ୍ତି ପୂର୍ବତନ କ୍ରିକେଟ କିମ୍ବଦନ୍ତୀ । ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବୁ ପସନ୍ଦ କରୁଛନ୍ତି ୟୁଜର୍ସ ।
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.