KARTIK MONTH: କାର୍ତ୍ତିକ ଚତୁର୍ଥ ସୋମବାର, ଚନ୍ଦ୍ରଚୁଡେଶ୍ବର ମନ୍ଦିରରେ ଭକ୍ତଙ୍କ ଭିଡ - କାର୍ତ୍ତିକମାସରେ ଚନ୍ଦ୍ରଚୁଡେଶ୍ବର ମନ୍ଦିରରେ ପୂଜା

🎬 Watch Now: Feature Video

thumbnail

By

Published : Oct 31, 2022, 3:50 PM IST

Updated : Feb 3, 2023, 8:30 PM IST

ବ୍ରହ୍ମପୁର: ଆଜି କାର୍ତ୍ତିକ ମାସର ଚତୁର୍ଥ ସୋମବାର । ବ୍ରହ୍ମପୁର ସହରର ବିଭିନ୍ନ ଶୈବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ଏହି ଅବସରରେ ବ୍ରହ୍ମପୁର ସହରର ପ୍ରସିଦ୍ଧ ଚନ୍ଦ୍ରଚୁଡେଶ୍ବର ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଲାଗି ରହିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ ମନ୍ଦିରରେ କିପରି ଚାଲିଛି ପୂଜାର୍ଚ୍ଚନା ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.