Bharat Jodo Yatra: ଡରୋ ମତ... କାହିକିଁ ଏପରି କହିଲେ ରାହୁଲ - କଂଗ୍ରେସ ନେତା ରାହୁଲ

🎬 Watch Now: Feature Video

thumbnail

By

Published : Nov 11, 2022, 3:04 PM IST

Updated : Feb 3, 2023, 8:32 PM IST

ମୁମ୍ବାଇ: "ଡରୋ ମତ । ମୁଁ ନରେନ୍ଦ୍ର ମୋଦି କିମ୍ବା ଆରଏସଏସ କଥା କହୁନାହିଁ । ଜୀବନରେ କୌଣସି କଥାକୁ ନେଇ ଡରନ୍ତୁ ନାହିଁ ।" ଯୁବପୀଢ଼ିଙ୍କୁ ଆହ୍ବାନ ଦେଲେ କଂଗ୍ରେସ ନେତା ରାହୁଲ । ମହାରାଷ୍ଟ୍ରରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଚାଲିଥିବାବେଳେ ଏକ ସମାରୋହ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଜନସମାବେଶକୁ ସମ୍ବୋଧିତ କରି ଏପରି କିଛି କହିଛନ୍ତି । ଶାସକ ଦଳକୁ ଆକ୍ଷେପ କରି କହିଛନ୍ତି, " ଯିଏ ଦେଶକୁ ବିଭାଜନ କରେ ତାକୁ ଦେଶଭକ୍ତି କୁହାଯାଏ ନାହିଁ । ତେଣୁ ଭୟ ନକରି ଦେଶ ପାଇଁ କାମ କରନ୍ତୁ ।" ଅଧିକ ପଢନ୍ତୁ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.