ଲଗାଣ ବର୍ଷାରେ ଧୋଇଗଲା କଲଭର୍ଟ - ରାୟଗଡ଼ାରେ ଲଗାଣ ବର୍ଷା ଯାତାୟାତ ଠପ୍
🎬 Watch Now: Feature Video
ରାୟଗଡ଼ା: ରାୟଗଡ଼ା ସଦର ବ୍ଳକ କୁମ୍ଭିକୋଟା ଗ୍ରାମ ପଞ୍ଚାୟତର ପୋଡାମାରୀ ଗାଁରେ ଧୋଇ ହୋଇଯାଇଛି ଅସ୍ଥାୟୀ କଲଭର୍ଟ । ଉପର ମୁଣ୍ଡରେ ଗତକାଲି (ରବିବାର) ରାତିଠାରୁ ଲଗାଣ ବର୍ଷା ଲାଗି ରହିଥିବାରୁ ଝଞ୍ଜାବତୀ ନଦୀର ପ୍ରଖରେ ସ୍ରୋତରେ ଧୋଇ ହୋଇଯାଇଛି ଏହି ଅସ୍ଥାୟୀ କଲଭର୍ଟ । ଫଳରେ ପୋଡାମାରୀ-କୁମ୍ଭିକୋଟା ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।
ଇଟିଭି ଭାରତ, ରାୟଗଡ଼ା
Last Updated : Feb 3, 2023, 8:26 PM IST