ବଡ଼ଦିନରେ ଚଳଚଞ୍ଚଳ ରାଜଧାନୀ, ଚର୍ଚ୍ଚ ଗୁଡ଼ିକରେ ଲାଗିଛି ଭିଡ଼ - ପବିତ୍ର ବଡ଼ଦିନରେ ପ୍ରଭୁ ଯୀଶୁଙ୍କ ଅଗମାନ

🎬 Watch Now: Feature Video

thumbnail

By

Published : Dec 25, 2022, 5:59 PM IST

Updated : Feb 3, 2023, 8:37 PM IST

ଭୁବନେଶ୍ବର: ପବିତ୍ର ବଡ଼ଦିନରେ ପ୍ରଭୁ ଯୀଶୁଙ୍କ ଅଗମାନଙ୍କୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀର ବିଭିନ୍ନ ଚର୍ଚ୍ଚ । ଏହି ଦିନରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ପ୍ରଭୁ ଯୀଶୁଙ୍କୁ ସ୍ବାଗତ ଓ ଆରାଧନା ପାଇଁ ସତ୍ୟନଗରସ୍ଥିତ ଭିନ୍‌ସେଣ୍ଟ କ୍ୟାଥଲିକ୍‌ ଚର୍ଚ୍ଚ ଓ ୟୁନିଟ୍‌-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚ ସମେତ ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାର୍ଥନା ଗୃହରେ ଦିବ୍ୟ ଯଜ୍ଞ ତଥା ବାଇବେଲ୍‌ ପାଠ କରାଯାଥିବା ବେଳେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଭାଇଭଉଣୀମାନଙ୍କ ସହ ଅନ୍ୟ ଧର୍ମର ଶ୍ରଦ୍ଧାଳୁଙ୍କର ମଧ୍ୟ ଭିଡ ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.