thumbnail

By

Published : Dec 23, 2022, 8:56 PM IST

Updated : Feb 3, 2023, 8:36 PM IST

ETV Bharat / Videos

କରୋନା ନୂଆ ଭ୍ୟାରିଏଣ୍ଟର ମୁକାବିଲା ନେଇ BMC ପ୍ରସ୍ତୁତ

ଭୁବନେଶ୍ବର: କରୋନାର ନୂଆ ଭ୍ୟାରିଏଣ୍ଟକୁ ନେଇ ସବୁଆଡେ ଛନକା ପଶିଥିବା ବେଳେ BMC ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏହାକୁ ନେଇ ବିଏମସି କମିଶନର କହିଛନ୍ତି ସ୍ୱାସ୍ଥ୍ୟ ବିଭାଗରୁ ଯେଉଁ ଗାଇଡ଼ଲାଇନ ଆସିବ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେହି ଅନୁସାରେ ନିୟମ ପାଳନ କରାଯିବ । ଜନସାଧାରଣମାନଙ୍କୁ ସଚେତନ କରାଯିବ । ନୂଆ ଭାରିଏଣ୍ଟ ପ୍ରଭାବରେ ଏକାଧିକ ସମୃଦ୍ଧ ଦେଶର ସ୍ଥିତି ଗମ୍ଭୀର ହୋଇଛି । ତେଣୁ କୋଭିଡ ନିୟମ ଏବେଠୁ ପାଳନ କରିବା ପାଇଁ ମଧ୍ୟ ବିଏମସି କମିଶନର ନିବେଦନ କରିଛନ୍ତି l ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.