thumbnail

Baliyatra2022: ବାଲିଯାତ୍ରାରେ ଜମୁଛି ବାଉଁଶ ତିଆରି ସାମଗ୍ରୀ , ଆକୃଷ୍ଟ ହେଉଛନ୍ତି ଗ୍ରାହକ

By

Published : Nov 17, 2022, 4:40 PM IST

Updated : Feb 3, 2023, 8:32 PM IST

କଟକ: ଐତିହାସିକ ବାଲିଯାତ୍ରାର ଆଜି ଶେଷ ଦିନ । ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ତେବେ ଏନେଇ ଓରମାସ ଷ୍ଟଲରେ ଏଥର ଆକର୍ଷଣୀୟ ହୋଇଛି ବାଉଁଶ ତିଆରି ସାମଗ୍ରୀ । ବିଶେଷ କରି ଘରକରଣା ସାମଗ୍ରୀ ଗୁଡିକ ବାଉଁଶରେ ତିଆରି ହୋଇଛି । ଯାହାକି ଗ୍ରାହାକଙ୍କୁ କରୁଛି ଆକୃଷ୍ଟ । ପ୍ରଥମ ଥର ପାଇଁ ବାଲିଯାତ୍ରା ପଡିଆରେ ଆସିଛି ବାଉଁଶ ତିଆରି ସାମଗ୍ରୀ । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ… ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.