ଜାତୀୟ ପତାକାକୁ ସମ୍ମାନ, ଖାଲି ପାଦରେ ତିଆରି କରୁଛନ୍ତି ପତାକା - ସୁରଟରେ ତ୍ରିରଙ୍ଗାର ପ୍ରସ୍ତୁତି
🎬 Watch Now: Feature Video
ଗାନ୍ଧୀନଗର: ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ପ୍ରତ୍ୟେକ ରାଜ୍ୟରେ ଜୋରଦାର ପ୍ରସ୍ତୁତି । ପତକା ତିଆରିରେ ବ୍ୟସ୍ତ ରହୁଛନ୍ତି କାରିଗର । ଗୁଜୁରାଟର ମିଲରେ ଦେଖିବାକୁ ମିଳିଛି ଏକ ସୁନ୍ଦର ଦୃଶ୍ୟ । ଏଠି କାରିଗରମାନେ ଖାଲି ପାଦରେ ପତକା ପ୍ରସ୍ତୁତ କରୁଛନ୍ତି । ଜାତୀୟ ପତକା ସମ୍ମାନ ଅର୍ଥେ ସେମାନେ ଚପଲ ନ ପିନ୍ଧି ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:26 PM IST