ପବିତ୍ର ଅଁଳାନବମୀ: ସାକ୍ଷୀଗୋପିନାଥ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ, ରାଧା ପାଦ ଦର୍ଶନ କରି ଭାବବିହ୍ୱଳ ଭକ୍ତ ମନ - ସାକ୍ଷୀ ଗୋପାଳରେ ରାଧାପାଦ ଦର୍ଶନ
🎬 Watch Now: Feature Video

ପୁରୀ: ପବିତ୍ର ଅଁଳା ନବମୀ । ପୁରୀ ସାକ୍ଷୀଗୋପିନାଥ ମନ୍ଦିର ଚର୍ତୁପାର୍ଶ୍ୱରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟ ହୋଇଛି । ହଜାର ହଜାର ଭକ୍ତ ଭଗବାନ କୃଷ୍ଣଙ୍କ ନଟବର ବେଶ ଓ ରାଧାରାଣୀଙ୍କ ଓଡିଆଣୀଙ୍କ ବେଶ ସହିତ ରାଧାପାଦ ଦର୍ଶନ କରି ହୋଇଛନ୍ତି ଭାବବିହ୍ବଳ । କିନ୍ତୁ ଚଳିତ ବର୍ଷ ରାଧାରାଣୀଙ୍କ ପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥିରେ ଆଜିର ଦିନକୁ ଚାହିଁ ରହିଥାଏ ଭକ୍ତ । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:31 PM IST