thumbnail

By

Published : Jun 27, 2022, 3:30 PM IST

Updated : Feb 3, 2023, 8:24 PM IST

ETV Bharat / Videos

କୂଅରେ ଖସି ପଡିଥିଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ

ଗାନ୍ଧୀନଗର: ଜଣେ ୨୫ ବର୍ଷୀୟ ଯୁବକ କୂଅରୁ ଉଦ୍ଧାର । ଏହି ଘଟଣା ଘଟିଛି ରାଜକୋଟ ସହରର ରେଳନଗର ଅଞ୍ଚଳର ମେରୀ ଗୋଲ୍ଡ ଆପାର୍ଟମେଣ୍ଟ ନିକଟରେ । ସେହି ବାଟ ଦେଇ ରେଳ କର୍ମଚାରୀ ଯାଉଥିବା ସମୟରେ ଯୁବକଙ୍କୁ କୂଅରେ ପଡିଯାଇଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ବ୍ୟକ୍ତି ଜଣଙ୍କ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ସେ ବିଫଳ ହୋଇଥିଲେ । ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଦଳ ପହଞ୍ଚି ୨୦ମିନିଟ୍ ଭିତରେ ଯୁବକଙ୍କୁ ଉଦ୍ଧାର କରିଥିଲେ ।
Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.