କଳାହାଣ୍ଡିରେ ଗୃହରକ୍ଷୀ ଦିବସ ପାଳିତ - କଳାହାଣ୍ଡି ଖବର
🎬 Watch Now: Feature Video
ଭବାନୀପାଟଣା : ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଛି ୬୦ତମ ଗୃହରକ୍ଷୀ ଦିବସ । ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏସପି ଅଭିଳାଷ ଜି ଯୋଗଦେଇଥିଲେ । ଏହି ଅବସରରେ ସମ୍ମଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଜିଲ୍ଲାପାଳ ଓ ଏସପି । ଏହି ସ୍ବତନ୍ତ୍ର ଉତ୍ସବରେ ସିଆରପିଏଫ କମାଣ୍ଡାଣ୍ଟ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସଚିନ ପାୱାର, ଅତିରିକ୍ତ ଏସପିଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:35 PM IST