thumbnail

By

Published : Mar 24, 2022, 5:47 PM IST

Updated : Feb 3, 2023, 8:20 PM IST

ETV Bharat / Videos

ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ରହିଛି ଉତ୍ସାହ: ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ବର : ଆଜି ରାଜ୍ୟର ଚାଲିଛି ପୌର ନିର୍ବାଚନ । ଭୋଟର ଲାଇନରେ ଯାଇ କେନ୍ଦ୍ରକୁ ମତ ସାବ୍ୟସ୍ତ କରୁଛନ୍ତି । ଏ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଧ୍ୟ ଭୋଟ କେନ୍ଦ୍ର ଗୁଡିକ ବୁଲି ସ୍ଥିତି ପରଖିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ଦେବସ୍ମିତା ରାଉତ, ଇଟିଭି ଭାରତ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.