thumbnail

By

Published : Apr 6, 2022, 7:49 PM IST

Updated : Feb 3, 2023, 8:22 PM IST

ETV Bharat / Videos

ବେଆଇନ ବାଲି ଉତ୍ତୋଳନ ରୋକିବା ପାଇଁ ଦାବି

ବାଲେଶ୍ବର: ବିଭିନ୍ନ ନଦୀରୁ ବେଆଇନ ଭାବେ ମାଫିଆ ମାନେ ଦିନରାତି ବାଲି ଉତ୍ତୋଳନ କରୁଛନ୍ତି । ପ୍ରଶାସନ ଆଖିରେ ଧୂଳି ଦେଇ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କାର ବାଲି । ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ମାଫିଆ ମାନେ ନିର୍ଭୟରେ ବାଲି ବେପାର ଚଳାଇଛନ୍ତି। ଏମିତି କିଛି ଅଭିଯୋଗ ନେଇ ନିଜର ଉଦବେଗ ପ୍ରକାଶ କରିଛି ନଦୀ ସୁରକ୍ଷା ସମିତି ‘ନମାମି ଗଙ୍ଗେ।’ ଚୋରା ବାଲି ଚାଲାଣ ରୋକିବା ଓ ବାଲି ମାଫିଆ ମାନଙ୍କୁ ଗିରଫ କରିବା ନେଇ ଜିଲ୍ଲାପାଳଙ୍କୁ ‘ନମାମି ଗଙ୍ଗେ’ ପକ୍ଷରୁ ନଦୀ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.