Panchayat Poll: ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ ପ୍ରାର୍ଥୀଙ୍କ ମୁଖ୍ୟ ଲକ୍ଷ୍ୟ - କାଇଁଛପୁର ପଞ୍ଚାୟତ ନିର୍ବାଚନ ପ୍ରଚାର ଅପଡେଟ
🎬 Watch Now: Feature Video
ବ୍ରହ୍ମପୁର: ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଓ ପ୍ରାର୍ଥନୀ ମାନଙ୍କ ଶେଷ ପର୍ଯ୍ୟାୟରେ ପ୍ରଚାର । ଗଞ୍ଜାମ ବ୍ଳକର କାଇଁଛପୁର ପଞ୍ଚାୟତରେ ଶେଷ ପର୍ଯ୍ୟାୟରେ ଘରକୁ ଘର ବୁଲି ସରପଞ୍ଚ ଓ ସମିତିସଭ୍ୟା ପ୍ରାର୍ଥୀ କରୁଛନ୍ତି ପ୍ରଚାର । ସରପଞ୍ଚ ପ୍ରାର୍ଥୀ ଭାବେ କେ.ପୁନମ୍ ରେଡ୍ଡୀ ଓ ସମିତିସଭ୍ୟା ପ୍ରାର୍ଥୀ ମଞ୍ଜୁ ମହାପାତ୍ର ଚଳିତଥର ପ୍ରତିଦ୍ବନ୍ଦିତା କରୁଛନ୍ତି । ପଞ୍ଚାୟତକୁ ଦୁର୍ନୀତି ମୁକ୍ତ କରିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରାର୍ଥୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST