ନ୍ୟାୟ ମାଗୁଛି ଗର୍ଭବତୀ ନାବାଳିକା: ଏତଲାର 6ମାସ ପରେ ବି ପ୍ରଶାସନ ଚୁପ - ଜିଲ୍ଲା ଶିଶୁ ମଙ୍ଗଳ କମିଟି
🎬 Watch Now: Feature Video
କେନ୍ଦ୍ରାପଡା: ନିଜ ଗର୍ଭରେ ଥିବା ଶିଶୁ ପାଇଁ ନ୍ୟାୟ ମାଗୁଛି ନାବାଳିକା । ପ୍ରଥମେ ଭଲ ପାଇବା ନାଟକ କରି ଶାରୀରିକ ସମ୍ପର୍କ ରଖି ଭିଡିଓ ଉତ୍ତୋଳନ ଓ ପରେ ନାବାଳିକା ଅନ୍ତସତ୍ତ୍ଵା ହେବାପରେ ପ୍ରତାରଣା କରି ଫେରାର ହେବା ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।