Panchayat Takkar: ଗଡଗୋବିନ୍ଦପୁର ସରପଞ୍ଚ ପ୍ରାର୍ଥୀ କେ. ହରିବନ୍ଧୁଙ୍କ ସହ ସାକ୍ଷାତକାର

By

Published : Feb 12, 2022, 8:05 PM IST

Updated : Feb 3, 2023, 8:11 PM IST

thumbnail
ବ୍ରହ୍ମପୁର: ଦିଗପହଣ୍ଡିର ଗଡଗୋବିନ୍ଦପୁର ପଞ୍ଚାୟତରେ ଦୀର୍ଘ ବର୍ଷ ୨୦ ବର୍ଷ ଧରି ସରପଞ୍ଚ ଭାବରେ ବିଜୟୀ ହୋଇ ଆସୁଛନ୍ତି କେ. ହରିବନ୍ଧୁ ରେଡ୍ଡୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗଡଗୋବିନ୍ଦପୁର ପଞ୍ଚାୟତବାସୀଙ୍କ ସହ ଦୀର୍ଘ ବର୍ଷ ଧରି ସମର୍ଥନ ପାଇ ଆସୁଥିବା କେ.ହରିବନ୍ଧୁ ରେଡି ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗଡଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମର ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଦେଖନ୍ତୁ ସାକ୍ଷାତକାର
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.