ମୁଁ ଜିତିଲେ ୱାର୍ଡର ବିକାଶ ମୂଳକ କାମ କରିବି: CMC ବିଜେଡି କର୍ପୋରେଟର ପ୍ରାର୍ଥୀ

By

Published : Mar 21, 2022, 3:02 PM IST

Updated : Feb 3, 2023, 8:20 PM IST

thumbnail

କଟକ: ମହାନଗର ନିଗମ ନିର୍ବାଚନ ନେଇ ଚଳଚଞ୍ଚଳ ହୋଇ ଉଠିଛି କଟକ । ହାତରେ ମାତ୍ର ଆଉ ଗୋଟିଏ ଦିନ ରହିଥିବା ବେଳ ସମସ୍ତ ଭୋଟରଙ୍କ ପାଖରେ ପହଞ୍ଚି ବାକୁ ଲାଗିପଡିଛନ୍ତି ପ୍ରାର୍ଥୀ । CMC ନିର୍ବାଚନରେ ଚଳିତଥର ୩୨ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ସାହୁ । ଯଦିଓ ୩୨ ନମ୍ବର ୱାର୍ଡରେ ଗତ ଥର ବିଜେଡିକୁ ପରାଜିତ ହେବାକୁ ପଡିଥିଲା, ତଥାପି ଚଳିତ ଥର ସେ ଏହି ୱାର୍ଡରେ ବିଜୟ ହେବାପାଇଁ ଲାଗିପଡିଛନ୍ତି । ବିଗତ ଦିନରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ନେଇ ସେ ଘର ଘର ବୁଲି ପ୍ରଚାରରେ ଲାଗି ପଡିଛନ୍ତି। ଲୋକଙ୍କ ସମର୍ଥନ ପାଇ ସେ ନିଶ୍ଚୟ ବିଜୟ ହେବେ ବୋଲି କହିଛନ୍ତି । ଏନେଇ ୩୨ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ପ୍ରଦୀପ ସାହୁଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.