Holi 2022: ହୋଲି ଖେଳିଲେ ପ୍ରଭୁ ମହାକାଳେଶ୍ବର - ହୋଲି ଖେଳିଲେ ପ୍ରଭୁ ମହାକାଳେଶ୍ବର

🎬 Watch Now: Feature Video

thumbnail

By

Published : Mar 18, 2022, 7:27 AM IST

Updated : Feb 3, 2023, 8:20 PM IST

ଭୋପାଳ: ଆଜି ରଙ୍ଗର ପର୍ବ ହୋଲି । ଉତ୍ସବମୁଖର ସାରା ଦେଶ । ମନ୍ଦିର ଗୁଡିକରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥିବା ବେଳେ ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳେଶ୍ବର ମନ୍ଦିରରେ ହୋଲି ପାଳନ ହୋଇଛି । ଭକ୍ତଙ୍କ ଗହଳିରେ ହୋଲି ଖେଳିଛନ୍ତି ପ୍ରଭୁ ମହାକାଳେଶ୍ବର । ହୋଲି ଅବସରରେ ଭକ୍ତଙ୍କୁ ସ୍ବତନ୍ତ୍ର ବେଶରେ ଦର୍ଶନ ମଧ୍ୟ ଦେଉଛନ୍ତି । ଘଣ୍ଟଘଣ୍ଟା ଖଞ୍ଜଣୀ ବଜାଇ ବଡ ଧୁମଧାମରେ ଚାଲିଛି ହୋଲି ଖେଳ । ଯାହାକୁ ଦେଖିବାକୁ ଭିଡ ଜମାଇଛନ୍ତି ଭକ୍ତ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.