ହୋଲି ଖେଳିଲେ ବାଙ୍କେ ବିହାରୀ, ରଙ୍ଗ ଅବିରରେ ରଙ୍ଗୀନ ଶ୍ରଦ୍ଧାଳୁ - ରଙ୍ଗଭରୀ ଏକାଦଶୀ 2022
🎬 Watch Now: Feature Video
ଲକ୍ଷ୍ନୌ: ଆସନ୍ତା ଶୁକ୍ରବାର ଦେଶ ପାଳିବ ରଙ୍ଗର ପର୍ବ ହୋଲି । ଏହାପୂର୍ବରୁ ଉତ୍ତର ପ୍ରଦେଶରେ ଆରମ୍ଭ ହେଲା ହୋଲି ଉତ୍ସବ । ରଙ୍ଗ ଅବିରରେ ରଙ୍ଗୀନ ହୋଇଛି ମଥୁରା ବୃନ୍ଦାବନ ସହର ସ୍ଥିତ ବାଙ୍କେ ବିହାରୀ ମନ୍ଦିର । 'ରଙ୍ଗଭରୀ ଏକାଦଶୀ 2022' ଅବସରରେ ହୋଲି ଉତ୍ସବ ଆରମ୍ଭ ହୋଇଯାଇଛି ।
Last Updated : Feb 3, 2023, 8:19 PM IST