thumbnail

By

Published : Mar 22, 2022, 5:03 PM IST

Updated : Feb 3, 2023, 8:20 PM IST

ETV Bharat / Videos

ଶେଷ ଦିନରେ BJDର ଜୋରଦାର ପ୍ରଚାର, ସାମିଲ ହେଲେ ହେଭିଓ୍ବେଟ

ବ୍ରହ୍ମପୁର: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ । ଏଥିଲାଗି ପ୍ରଚାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପ୍ରଚାରର ଶେଷ ଦିନରେ ଜମୁଛି ଜୋରଦାର ପ୍ରଚାର । ଏହି ଅବସରରେ ସହରର ୩୯ ନମ୍ବର ୱାର୍ଡରେ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି କର୍ପୋରେଟର ପ୍ରାର୍ଥିନୀ ଜ୍ୟୋତ୍ସ୍ନା ପାଢ଼ୀ । ଏହି ପ୍ରଚାରରେ ସାମିଲ ହୋଇଛନ୍ତି ପୂର୍ବତନ ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ ଓ ବରିଷ୍ଠ ବିଜେଡି ନେତା ଉମା ନାୟକ। ଏହି ଅବସରରେ ଶେଷ ଦିନର ପ୍ରଚାର କିପରି ଚାଲିଛି ସେ ନେଇ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.