ରାସ୍ତାରେ ବସିଛି ଭୂତ ! ଭିଡ଼ିଓ ଭାଇରାଲ - ରାସ୍ତାରେ ବସୁଛି ପ୍ରେତାତ୍ମା

🎬 Watch Now: Feature Video

thumbnail

By

Published : Sep 5, 2020, 6:49 PM IST

Updated : Sep 5, 2020, 11:01 PM IST

ବିଜ୍ଞାନ ଯୁଗରେ ଭୂତପ୍ରେତ କଥା ବିଶ୍ବାସଯୋଗ୍ୟ ନୁହେଁ । କିନ୍ତୁ ଏମିତି ଏକ ପ୍ରେତାତ୍ମା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଯାହା ଏକ ସ୍ପିରିଟର ଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି । ଏହି ଦୃଶ୍ୟ ହେଉଛି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଟାଙ୍କୋଳ ରାସ୍ତାର । କିଛି ଯୁବକ ମୋଟରସାଇକେଲରେ ଘରକୁ ଫେରୁଥିବା ସମୟରେ କିଛି ଦୂରରେ ରାସ୍ତା କଡ଼ରେ ଜଣେ ମହିଳା ଏକ ଶିଶୁକୁ ବସି ଘଷୁଥିବା ଆକାରର ଦୃଶ୍ୟ ପରିଲକ୍ଷିତ ହୋଇଥିଲା । କିନ୍ତୁ ଏହି ଦୃଶ୍ୟର କେତେ ସତ୍ୟତା ଅଛି ସେଥିପାଇଁ ତଦନ୍ତର ଆବଶ୍ୟକତା ରହିଛି ।
Last Updated : Sep 5, 2020, 11:01 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.