ଦେଖନ୍ତୁ, ଶ୍ରୀମନ୍ଦିର ଦ୍ବାରଫିଟା ଓ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ

By

Published : Jan 28, 2021, 6:56 AM IST

thumbnail
ଓଁ ନମୋଃ ଭଗବତେ ବାସୁଦେବାୟ । ସକାଳୁ ସକାଳୁ ସମସ୍ତ ସେବାୟତଙ୍କ ମୁହଁରେ ଉଚ୍ଚାରଣ ହେଉଛି ଏହି ମନ୍ତ୍ର । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ବଡି ଭୋରରୁ ପୂଜା ପଣ୍ଡା ଓ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ହାତରେ ଘଣ୍ଟି ଓ ଆଳତୀ ଦୀପ ଧରି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ କରିଛନ୍ତି ପୂଜକ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.