ସ୍ରୋତାଙ୍କ କରତାଳିରେ ପଦ୍ମଶ୍ରୀ ହଳଧରଙ୍କ ଧୋଡ ବରଗଛ କବିତା ମୁଖ୍ୟ ଆକର୍ଷଣ

By

Published : Jan 2, 2022, 10:40 PM IST

thumbnail
ବ୍ରହ୍ମପୁର: ସ୍ରୋତାଙ୍କ କରତାଳିରେ ପଦ୍ମଶ୍ରୀ ହଳଧର ନାଗଙ୍କ ଧୋଡ ବରଗଛ କବିତାର ଆବୃତ୍ତି । ଗାଁ ମୁଣ୍ଡରେ ବର୍ଷ ବର୍ଷ ଧରି ରହିଥିବା ବରଗଛ କିଭଳି ସମସ୍ତ ଘଟଣାର ମୁକ ସାକ୍ଷୀ ତାହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ଆବୃତ୍ତ କରିଥିବାବେଳେ ଏହା ସମସ୍ତଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା । ସମ୍ବଲପୁର କବି ଭାବରେ ସୁପରିଚିତ ଲୋକ କବି ରତ୍ନ ପଦ୍ମଶ୍ରୀ ହଳଧର ନାଗ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କ ଅନୁରୋଧ ଅନୁଯାୟୀ ଏଭଳି କବିତାକୁ ମଞ୍ଚରେ ଆବୃତ କରିଥିବା ବେଳେ ଏହା ଉପସ୍ଥିତ ବିଦ୍ୟାର୍ଥୀ ଏବ° ଅଧ୍ୟାପକ ଅଧ୍ୟାପିକାଙ୍କ ମନ ମୋହିଥିଲା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.