ବିଧାନସଭାରେ ବିଜେପିକୁ ଉପେକ୍ଷା କରୁଛନ୍ତି ବାଚସ୍ପତି: ବିଷ୍ଣୁ ସେଠୀ - bishnu charan sethi allegation

🎬 Watch Now: Feature Video

thumbnail

By

Published : Sep 4, 2021, 3:46 PM IST

Updated : Sep 4, 2021, 8:50 PM IST

ଭୁବନେଶ୍ବର: ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବିଧାନସଭାରେ ବାଚସ୍ପତି ବିଜେପି ଦଳକୁ ଉପେକ୍ଷା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘରକୁ ରାଜ୍ୟ ସରକାର ନିଜ ନାମରେ କରି ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି । ଏହି ପ୍ରସଙ୍ଗ ବିଧାନସଭାରେ ଉତ୍ଥାପନ କଲେ ଶାସନରେ ଥିବା ବିଜେଡି ଏବଂ କଂଗ୍ରେସ ଦଳ ମିଳିମିଶି ହଟ୍ଟଗୋଳ କରୁଛନ୍ତି ଏବଂ ବାଚସ୍ପତି ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ଗଣତନ୍ତ୍ରର ହତ୍ୟା ହେଉଛି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁ । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ
Last Updated : Sep 4, 2021, 8:50 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.