thumbnail

ଦୁର୍ଦ୍ଦିନରେ ଧାଙ୍ଗରିଟାଳ ଗ୍ରାମବାସୀ, ବର୍ଷାଦିନେ ଭୋଗୁଛନ୍ତି ନର୍କ ଯନ୍ତ୍ରଣା

By

Published : Jul 6, 2019, 5:34 PM IST

ନୂଆପଡ଼ା: ମାଓ ଇଲାକାର ସର୍ବାଙ୍ଗୀନ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ଦୁର୍ଗମ ଲାଲଗଡ଼ରେ ପହଞ୍ଚି ପାରୁନି ସରକାରଙ୍କ ବିକାଶ ଗାଡି । ଲୋକଙ୍କୁ ମିଳୁନି ମୌଳିକ ସୁବିଧା । ନୂଆପଡ଼ା ଜିଲ୍ଲା ଧାଙ୍ଗରିଟାଳ ଗାଁରେ ପକ୍କା ରାସ୍ତା ନଥିବାରୁ ଆଣ୍ଠୁଏ ଆଣ୍ଠିଏ ପାଣିରେ ଯାତାୟତ କରୁଛନ୍ତି ଗ୍ରାମବାସୀ । ଫଳରେ ଲୋକେ କାଛୁକୁଣ୍ଡିଆ, ଝାଡାବାନ୍ତି ଓ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.