thumbnail

ବିଶ୍ରାମ ନେଉଛି ପାଣିଟାଙ୍କି, ଆଉଟୁ ପାଉଟୁ ଲୋକେ

By

Published : May 13, 2019, 2:44 PM IST

ନୂଆପଡ଼ା: ମୁଣ୍ଡଫଟା ଗରମରେ ଏବେ ମୁଣ୍ଡବିନ୍ଧା ପାଲଟିଛି ପାନୀୟ ସମସ୍ୟା । ଖରାତରାରେ ଗରା, ଡେକଚିକୁ ମୁଣ୍ଡରେ ମୁଣ୍ଡାଇ ପାଣି ପାଇଁ ସଂର୍ଘଷ କରୁଛନ୍ତି ମହିଳାମାନେ । ନଳକୂପ, ପୋଖରୀ ସବୁ ଶୁଖିପଡିଥିବା ବେଳେ ଚୁଆ ପାଣିକୁ ବ୍ୟବହାର କରୁଛନ୍ତି ନୂଆପଡା଼ ଜିଲ୍ଲା ଗୋର୍ଲା ବ୍ଲକର ପତିଆଲପଡାଗାଁ ରାହାବନ୍ଦଦଳିପଡା ଗ୍ରାମବାସୀ । ଏବେ ଏଠାରେ ଜଳସଙ୍କଟ ଦେଖାଦେଇଥିବା ବେଳେ ଆଜିକୁ 15 ଦିନ ହେବ ଜଳଯୋଗାଣ ଠପ ହୋଇପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.