ସନ୍ତାନର ମୃତ୍ୟୁକୁ ଗ୍ରହଣ କରି ପାରୁନି ମାଆ ମାଙ୍କଡ

🎬 Watch Now: Feature Video

thumbnail
ଭଦ୍ରକ: ଛୁଆର ମୃତ୍ୟୁକୁ ବିଶ୍ବାସ କରିପାରୁନି ମାଆ । ଗୋଟିଏ ମୂହୁର୍ତ୍ତ ବି କୋଳରୁ ଛୁଆକୁ ଛାଡିବାକୁ ନାରାଜ । ମୃତ ଛୁଆକୁ କୋଳରେ ଧିରେ ଅଥୟ ମା ମନ । ସତ ହେଲେ ବି ସେ ଗ୍ରହଣ କରିପାରୁନି ଯେ ତା ଛୁଆ ଏ ଦୁନିଆରେ ନାହିଁ । କୌଣସି କାରଣରୁ ମାଙ୍କଡ ପିଲାଟି ମରିଯିବା ପରେ ମଧ୍ୟ ମାଙ୍କଡ ମାଆ ତାକୁ କୋଳରୁ ଛାଡୁ ନାହିଁ। ଯେଉଁଆଡ଼େ ଯାଉଛି ତାକୁ କୋଳେଇ ନେଇ ଯାଉଛି ମାଆ । ଏପରି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲାର ଚରମ୍ପା ଅନ୍ତର୍ଗତ 3 ନମ୍ବର ଓ୍ବାର୍ଡ ନୂଆ ପୋଖରୀ ଅଞ୍ଚଳର। ଯାହା ଏବେ ଭାଇରାଲ ହେଉଛି । ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ
Last Updated : Dec 23, 2021, 8:21 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.