thumbnail

By

Published : Feb 1, 2022, 10:33 PM IST

ETV Bharat / Videos

ଇଣ୍ଡଷ୍ଟ୍ରି ସେକ୍ଟର ପ୍ରତି ସପୋର୍ଟ ମିଳିଲା ନାହିଁ: ମେଟ୍ରୋ ଗ୍ରୁପ ନିର୍ଦ୍ଦେଶିକା

କଟକ: ଆଗତ ହୋଇଥିବା ଚଳିତବର୍ଷ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେଟ୍ରୋ ଗ୍ରୁପ ନିର୍ଦ୍ଦେଶିକା ଶୋଫିଆ ଫିର୍ଦୋଷ। ଏହି ବଜେଟ ଇଣ୍ଡଷ୍ଟ୍ରି ସେକ୍ଟର ପାଇଁ କୌଣସି ସପୋର୍ଟ ମିଳିଲା ନାହିଁ ବୋଲି କହିଛନ୍ତି। ତେବେ ବଜେଟକୁ ନେଇ ସମସ୍ତଙ୍କର ଅନେକ ଆଶା ରହିଥାଏ। କିନ୍ତୁ ଏହି ବଜେଟରେ ସେଭଳି କୌଣସି ସ୍ୱତନ୍ତ୍ରତା ନଥିବା କହିଛନ୍ତି। କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.