ଖରାଦିନେ ଲେମ୍ବୁ-ଗୁଡରେ ବନାନ୍ତୁ ଏହି ସରବତ୍... - ଖରାଦିନ ପାନୀୟ

🎬 Watch Now: Feature Video

thumbnail

By

Published : Jun 3, 2020, 5:43 PM IST

ଗୁଡ୍ ଲେମ୍ବୁର ସରବତ୍ ସରଳ ଓ ଏହାର ସ୍ୱାଦ ଟିକେ ନିଆରା। ଗୁଡ ଆପଣଙ୍କୁ ଗ୍ଲୁକୋଜ୍ ଆକାରରେ ଶକ୍ତି ଦେଇଥାଏ, ଆପଣଙ୍କୁ ସତେଜ କରିଥାଏ ଓ ଏହା ଆପଣଙ୍କ ରକ୍ତରେ ଆଇରନର ମାତ୍ରା ବଢାଇଥାଏ । ଲେମ୍ବୁ ଶକ୍ତି ଯୋଗାଇବା ସହ ମନୋବଳକୁ ବଢାଇଥାଏ । କେବଳ ଏହା ନୁହେଁ, ଏହା ଆପଣଙ୍କ ହଜମରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ପାନୀୟ ଗ୍ରୀଷ୍ମଋତୁରେ ଦୀର୍ଘ କ୍ଲାନ୍ତକୁ ଦୂର କରିଥାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.