ହିମାଚଳ ପ୍ରଦେଶରେ ଭୂସ୍ଖଳନ, ଦେଖନ୍ତୁ ଭିଡିଓ - Himachal Pradesh
🎬 Watch Now: Feature Video
ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା ଯୋଗୁଁ ମାଣ୍ଡି ଜିଲ୍ଲାର ବାଡି ଅଞ୍ଚଳରେ ରବିବାର ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏହାପୂର୍ବରୁ ଅଗଷ୍ଟ 14 ରେ ମାଣ୍ଡି ଜିଲ୍ଲାର ହାନୋଗି ମନ୍ଦିର ନିକଟରେ ଭୂସ୍ଖଳନ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଥିଲେ।