ବ୍ରିଟିଶ୍ ଯୁଗର ଗ୍ଲୋଗୀ ପାୱାର ହାଉସ୍, ଆଜିବି ଚମକୁଛି ଡେରାଡୁନ - ଗ୍ଲୋଗୀ ପାୱାର ହାଉସ୍
🎬 Watch Now: Feature Video
ବ୍ରିଟିଶ୍ ଶାସନରେ ଅନେକ ସହର ଅନ୍ଧାରରେ ଥିବାବେଳେ ଡେରାଡୁନ ଓ ପାହାଡିଆ ଅଞ୍ଚଳ ରାନୀ ମସୁରୀକୁ ଆଲୋକିତ କରିବା ଲାଗି ‘ଗ୍ଲୋଗୀ ପ୍ରକଳ୍ପ’ର ଶୁଭାରମ୍ଭ କରାଯାଇଥିଲା । ଏହା ଦେଶର ସବୁଠାରୁ ପୁରାତନ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ।