thumbnail

'ଫନି' ମାଡରେ ବେହାଲ ଶିକ୍ଷା ବିଭାଗର ଭିତ୍ତିଭୂମି

By

Published : May 28, 2019, 5:51 PM IST

Updated : May 28, 2019, 5:57 PM IST

ପୁରୀ: ଫନି ମାଡ଼ରୁ ବର୍ତ୍ତିନି ପିଲାଙ୍କ ଭବିଷ୍ୟତ । ବହିବସ୍ତାନୀ ସିନା ବର୍ତ୍ତି ଯାଇଛି, ହେଲେ ଭୁଶୁଡ଼ି ପଡ଼ିଛି ବିଦ୍ୟାର ମନ୍ଦିର ସ୍କୁଲ ଘର । କମ୍ପ୍ୟୁଟର କ୍ଲାସ ରୁମ ଠାରୁ ଆରମ୍ଭ କରି ଏନସିସି ରୁମ, ଷ୍ଟୋର ରୁମ, କ୍ଲାସ ରୁମ ଗୁଡିକର ଅବସ୍ଥା ବେହାଲ। କେବଳ ଗୋଟିଏ କି ଦୁଇଟି ସ୍କୁଲର ଅବସ୍ଥା କଥା କହୁନାହୁଁ, ପୁରୀର ଅନେକ ସ୍କୁଲ ଘରର ଅବସ୍ଥା ଏଭଳି । ଜିଲ୍ଲାରେ ଏକ ପ୍ରକାର ମାଟିରେ ମିଶିଯାଇଛି ଶିକ୍ଷା ବିଭାଗର ଭିତ୍ତିଭୂମି ।
Last Updated : May 28, 2019, 5:57 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.