ଉତ୍ତରାଖଣ୍ଡରେ ବର୍ଷା ବିପତ୍ତି, ନଦୀରେ ଫସିଲା ହାତୀ

By

Published : Oct 19, 2021, 12:50 PM IST

thumbnail
ମହାନଦୀରେ ଫସିଥିବା ଦନ୍ତା ଭଳି ଉତ୍ତରାଖଣ୍ଡରେ ଗୌଲା ନଦୀରେ ଫସିଛି ହାତୀ । ନଦୀରେ ଜଳସ୍ତର ବଢିବା କାରଣରୁ ହାତୀଟି ଫସି ରହିଛି । ଲଗାଣ ବର୍ଷା କାରଣରୁ ଖାଲି ମଣିଷ ନହେଁ ଜୀବଜନ୍ତୁ ବି ହନ୍ତସନ୍ତ ହୋଇଛନ୍ତି। ହାତୀକୁ ଉଦ୍ଧାର କରିବା ପାଇଁ ଗାଁ ଲୋକ ବନବିଭାଗକୁ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିିଛି । ୧୯୯୩ ପରେ ପ୍ରଥମ ଥର ପାଇଁ ଗୌଲା ନଦୀକୁ ୯୦ ହଜାର କ୍ୟୁସେକ ପାଣି ଛଡା ଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.