thumbnail

ସିଆରପିଏଫ ଯବାନଙ୍କ ସହ ସାଇକେଲ ଚଲାଇ ମୁମ୍ୱାଇ ଯିବେ ମହିଳା, ଦେଖନ୍ତୁ ଭିଡିଓ

By

Published : Mar 12, 2020, 4:56 PM IST

ଗାନ୍ଧୀନଗର: ପ୍ରତ୍ୟେକ କ୍ଷେତ୍ରରେ ନାରୀ ନିଜର ପାରଦର୍ଶିତା ଦେଖାଉଛି । ପ୍ରତିବର୍ଷ ମାର୍ଚ୍ଚ 8 ତାରିଖକୁ ବିଶ୍ବ ମହିଳା ଦିବସ ଭାବରେ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଗୁଜୁରାଟରେ ଏକ ନିଆରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁଠି ସିଆରପିଏଫ ଯବାନଙ୍କ ସହ 50 ମହିଳା କର୍ମଚାରୀ ଏକ ସାଇକେଲ ରାଲିରେ ବାହାରିଛନ୍ତି । ମାର୍ଚ୍ଚ 8 ରୁ 18 ତାରିଖ ପର୍ଯ୍ୟନ୍ତ ଏହି ରାଲି ଗୁଜୁରାଟରୁ ମୁମ୍ବାଇ ପର୍ଯ୍ୟନ୍ତ କରାଯାଉଛି । ଏହାର ଲକ୍ଷ୍ୟ ମହିଳାଙ୍କୁ ଅଧିକ ସଂଖ୍ୟାରେ ସିଆରପିଏଫ କ୍ଷେତ୍ରରେ ଯୋଗ ଦେବା ପାଇଁ ଉତ୍ସାହିତ କରାଇବା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.