thumbnail

ଫୁଟବଲ ଖେଳୁଛି ଗାଈ

By

Published : Jul 2, 2019, 5:37 PM IST

ବର୍ଷାଦିନ ଆସିଗଲେ ଫୁଟବଲ ଖେଳିବାକୁ ସମସ୍ତଙ୍କ ମନରେ ବେଶ ଉତ୍କଣ୍ଠା ଜାଗ୍ରତ ହୋଇଥାଏ । ଆଉ ଫୁଟବଲ ଖେଳିବାକୁ ଆଗ୍ରହର ସହିତ ପଡିଆକୁ ଧାଇଁ ଆସନ୍ତି ପିଲା ଠାରୁ ବୁଢା । ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ପଡିଆରେ ଗୋଟିଏ ଗାଈ ଅତି ଚମତ୍କାର ଭାବରେ କିଛି ପିଲାଙ୍କ ସହ ଫୁଟବଲ ଖେଳୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.