କୁହୁଡିରେ ଆଚ୍ଛାଦିତ ବ୍ୟାସନଗର, ଜନଜୀବନ ଅସ୍ତବ୍ୟସ୍ତ - jajpur fog news

🎬 Watch Now: Feature Video

thumbnail

By

Published : Jan 20, 2021, 11:53 AM IST

ସକାଳୁ ବ୍ୟାସନଗର ସହହରକୁ ଧଳା ଚାଦରରେ ଘୋଡେଇ ଦେଇଥିଲା ପ୍ରକୃତି ରାଣୀ। ଆଜି ସଖାଳୁ ପୁରା ସହର କୁହୁଡ଼ିରେ ଆବରଣ ହୋଇଯାଇଥିଲା। ଜୁଆଡ଼େ ଦେଖିବ ବଡ଼ ବଡ଼ ଗଛଠୁ ଆରମ୍ଭ କରି ବଡ଼ ବଡ଼ କୋଠା ଘର ଗୁଡିକ ଯେଭଳି ଅଦୃଶ୍ୟମାନ ଦେଖା ଯାଉଥିଲା। କୁହୁଡ଼ି ଏତେ ଥିଲାଯେ ଲୋକମାନେ ରାସ୍ତାରେ ଗାଡି ନେଇକି ଯିବା କଷ୍ଟକର ହୋଇ ପଡୁଥିଲା। ତେବେ ଗୋଟେ ପଟ ଯିବା ଆସିବା ଲୋକମାନଙ୍କ ପାଇଁ କଷ୍ଟକର ଥିଲାବେଳେ ଅନ୍ୟପଟେ ଏଭଳି ପ୍ରାକୃତିକ ମନୋରମା ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.