thumbnail

By

Published : Nov 30, 2020, 4:47 PM IST

ETV Bharat / Videos

ଫିକା ପଡିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଖାଁ ଖାଁ ବିନ୍ଦୁସାଗର

ଭୁବନେଶ୍ବର: ଚଳିତ ବର୍ଷ ଫିକା ପଡ଼ିଛି କାର୍ତ୍ତିକ ପୂର୍ଣ୍ଣିମା । ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ଲିଙ୍ଗରାଜ ମନ୍ଦିରରେ ରାଜୁତି କରୁଛି ନିରବତା । ଆଜି ଭଳି ପବିତ୍ର ଦିନରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହୁଅନ୍ତି । ‘ଆ, କା, ମା, ବୈ’ ର ପବିତ୍ର ଶବ୍ଦରେ ପ୍ରକମ୍ପିତ ହୁଏ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ଵ । ହେଲେ ବିଏମସି ଓ କମିଶନରେଟ ପୋଲିସର କଟକଣା ପାଇଁ ଆଜି ଖାଁ ଖାଁ ବିନ୍ଦୁସାଗର । ନା ଅଛନ୍ତି ଭକ୍ତ, ନା ଦେଖିବାକୁ ମିଳୁଛି ସାଧାରଣ ଲୋକଙ୍କ କୋଳାହଳ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.