ଦହିକୁ ନେଇ ପ୍ରସ୍ତୁତ କରନ୍ତୁ ଏହି ସମର୍ ଡ୍ରିଙ୍କ୍... - summer drinks
🎬 Watch Now: Feature Video
ଏହା ହେଉଛି ଏକ ସାଧାରଣ ଗ୍ରୀଷ୍ମ ପାନୀୟ । ଦହିକୁ ନେଇ ପ୍ରସ୍ତୁତ ବଟରମିଲ୍କ କିମ୍ବା ଏହା ଛାସ୍ ଭୋକ ବଢାଇବା ସହ ଆପଣଙ୍କ ଖାଦ୍ୟ ପ୍ରକ୍ରିୟାକୁ ସୁରକ୍ଷିତ ରଖିଥାଏ । ଏହାକୁ ପିଇବା ଦ୍ବାରା ନିଦ ମଧ୍ୟ ଭଲରେ ଆସିଥାଏ । ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ଏକ ଉପଯୁକ୍ତ ପାନୀୟ। ପ୍ରାୟ ପ୍ରତ୍ୟେକ ଭାରତୀୟ ପରିବାର ଗ୍ରୀଷ୍ମ ସମୟରେ ଏହି ପାନୀୟ ପ୍ରସ୍ତୁତ କରିଥାନ୍ତି। ଏକ ବଡ ଗ୍ଲାସରେ ଏହାକୁ ପରିବେଷଣ କରାଯାଏ । ଛାସ୍ କିମ୍ବା ବଟରମିଲ୍କ ପାଇଁ ଆମର ରେସିପି ଏଠାରେ ରହିଛି ।
Last Updated : Jul 29, 2020, 4:31 PM IST