ବର୍ଷା ଋତୁରେ ନିଅନ୍ତୁ ‘ଚକଲି’ର ମଜା - ନାଡକିଲ

🎬 Watch Now: Feature Video

thumbnail

By

Published : Jul 30, 2020, 3:20 PM IST

ଏହି ସ୍ନାକ୍ସ ସାଧାରଣତଃ ଚା ସହ ଭଲ ଲାଗିଥାଏ । ଗୁଜୁରାଟ, ମହାରାଷ୍ଟ୍ର ଓ ଦକ୍ଷିଣ ଭାରତରେ ସନ୍ଧ୍ୟା ସ୍ନାକ୍ସ ଭାବରେ ଚକଲି ବହୁତ ଲୋକପ୍ରିୟ । ଏଠାରେ ଏଗୁଡିକ ମୁରୁକ୍କୁ କିମ୍ବା ଚକ୍ରଲୁ ନାମରେ ମଧ୍ୟ ଜଣାଶୁଣା । ଚକଲି ସାଧାରଣତଃ ତେଲରେ ଫ୍ରାଏ କରାଯାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.